Top Stories

Search here...

News

ଏଟିଏମ୍ ଲୁଟରେ ସମ୍ପୃକ୍ତ ହୋଇଥିବା ଦୁଇ ଲୁଟେରାଙ୍କୁ ଏନକାଉଂଟର

Posted On - 1 month ago
Edited By Team BbsrReporters
LAST UPDATED Jan 10, 2022 09:50 PM

୨ ଜଣ ଅପରାଧୀ ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୁଲିସ ସେମାନଙ୍କୁ ଏନକାଂଉଟର କରିଛି ।

 

 

BBSR Reporters

 

 

ଭଦ୍ରକ: ଏଟିଏମ୍ ଲୁଟରେ ସମ୍ପୃକ୍ତ ହୋଇଥିବା ଦୁଇ ଲୁଟେରାଙ୍କୁ ଏନକାଉଂଟର କରିଛି ଗ୍ରାମାଂଚଳ ଥାନା ପୁଲିସ । ଭଦ୍ରକ ଗ୍ରାମାଂଚଳ ଥାନା ବରପଦା ନିକଟରେ ଏନକାଉଂଟର ହୋଇଛି ।

 

୨ ଜଣ ଅପରାଧୀ ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୁଲିସ ସେମାନଙ୍କୁ ଏନକାଂଉଟର କରିଛି ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ଅପରାଧୀଙ୍କ ନିକଟରୁ ୩ଟି ପିସ୍ତଲ ସହ ମାରଣାସ୍ତ୍ର ଜବତ ହୋଇଛି । ତେବେ ୨ ଅପରାଧୀ ହେଉଛନ୍ତି ସୋର ଅଂଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ୨ ଅପରାଧୀ ଏଟିଏମ୍‌ରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି ।

Related News