Top Stories

Search here...

News

ପଞ୍ଜାବରେ ଗ୍ରୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 03:13 PM

ବ୍ଲାକ୍ ଫଙ୍ଗସ୍ ପରି ଏହି ରୋଗୀଙ୍କ ଶରୀରରେ ମଧ୍ୟ ଲକ୍ଷଣ ରହିଛି ।

 

BBSR Reporters


ଚଣ୍ଡିଗଡ଼: ପଞ୍ଜାବରେ ପ୍ରଥମ ଥର କୋଭିଡ୍ ସଂକ୍ରମିତ ଗ୍ରୀନ୍ ଫଙ୍ଗସ୍ (ଆସ୍ପରଗିଲୋସିସ୍) ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ତାଙ୍କୁ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରଖାଯାଇଛି ବୋଲି ସିିଭିଲ ହସ୍ପିଟାଲର ବିଶିଷ୍ଟ ମହାମାରୀ ବିଶେଷଜ୍ଞ ଡାଃ ପରମବୀର ସିଂହ ଜଣାଇଛନ୍ତି । ବ୍ଲାକ୍ ଫଙ୍ଗସ୍ ପରି ଏହି ରୋଗୀଙ୍କ ଶରୀରରେ ମଧ୍ୟ ଲକ୍ଷଣ ରହିଛି । ମଧ୍ୟପ୍ରଦେଶ ପରେ ପଞ୍ଜାବରେ ଦେଶର ଦ୍ୱିତୀୟ ଗ୍ରୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ କରାଯାଇଛି ।
 

Related News