Top Stories

Search here...

News

ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ହେବ ସଟଡାଉନ

Posted On - 3 weeks ago
Edited By Prabir Kumar
LAST UPDATED May 12, 2021 12:44 AM

 

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର।

 

BBSR Reporters

 

ଭୁବନେଶ୍ବର: ରାଜ୍ୟରେ କରୋନା  ସଂକ୍ରମଣ ବଢ଼ିବାରେ ଲାଗିଛି । ବିଗତ କିଛି ଦିନ ମଧ୍ୟରେ ଓଡିଶାରେ ସ୍ଥିତି ଜଟିଳ ହୋଇପଡିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ସବୁ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା, ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତି ସଟଡାଉନ ଘୋଷଣା କରାଯାଇଛି।

 

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ସବୁ ପ୍ରକାରର ପ୍ରସ୍ତୁତି ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳ ସପ୍ତାହାନ୍ତି ସଟଡାଉନ ଏହି ନିୟମ ଲାଗୁ ହେବ ବୋଲି ଜଣାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର।

Related News