Top Stories

Search here...

News

ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ

Posted On - 1 month ago
Edited By Team BbsrReporters
LAST UPDATED Jan 17, 2022 09:04 PM

ଗଂଜାମର ଏକକାଳୀନ ୩ଟି ସ୍ଥାନ ଓ ବ୍ରହ୍ମପୁର ଲୋଚାପଡ଼ା ସ୍ଥିତ ୩ ମହଲା ବିଶିଷ୍ଟ ଘରେ ରେଡ଼ କରିଛି ଭିଜିଲାନ୍ସ ।

 

 

BBSR Reporters

 

 

ଗଂଜାମ: ଭିଜିଲାନ୍ସ ଜାଲରେ କନଷ୍ଟେବଳ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଗଂଜାମର ଏକକାଳୀନ ୩ଟି ସ୍ଥାନରେ ଚଢଉ ଜାରି ରହିଛି । ବ୍ରହ୍ମପୁର ଲୋଚାପଡ଼ା ସ୍ଥିତ ୩ ମହଲା ବିଶିଷ୍ଟ ଘରେ ରେଡ଼ କରିଛି ଭିଜିଲାନ୍ସ ।

.

 

ସେହିପରି ନମଖଣ୍ଡି ସ୍ଥିତ ଘର ଏବଂ ଗାମୁଣ୍ଡି ସ୍ଥିତ ପୈତୃକ ଘରେ ରେଡ଼ କରିଛି ଭିଜିଲାନ୍ସ । ଏହି ଚଢଉ ସମୟରେ ନଗଦ ୫ଲକ୍ଷ, ୧୬ ହଜାର, ୮୮୦ ଟଙ୍କା ଜବତ ହୋଇଛି । ୫ ଜଣ ଇନସିପେକ୍ଟର, ୨ ଡ଼ିଏସପି ଓ ଜଣେ ଆଡ଼ିସନାଲ ଏସପିଙ୍କ ତତ୍ୱାବଧାନରେ ଚଢଉ ଜାରି ରହିଛି ।  

Related News