Top Stories

Search here...

News

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ ଚର୍ଚ୍ଚିଲଙ୍କ ଚିତ୍ରପଟ ୧୩.୭ କୋଟିରେ ନିଲାମ

Posted On - 1 minute ago
Edited By Team BbsrReporters
LAST UPDATED Jun 27, 2021 10:41 AM

ଚର୍ଚ୍ଚିଲ ୧୯୬୧ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ନିଜର ଏହି କଳାକୁ ବଜାୟ ରଖିଥିଲେ ।

 

BBSR Reporters


ନୁ୍ୟୟର୍କ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ ଚର୍ଚ୍ଚିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ରପଟ ୧.୮୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୩.୭ କୋଟି ଟଙ୍କା)ରେ ନିଲାମ ହୋଇଛି । ବୁଧବାର ନୁ୍ୟୟର୍କର ଫିଲିପ୍ଓ ଅକ୍ସନ ହାଉସରେ ଆୟୋଜିତ ଏକ ଉତ୍ସବରେ ଚର୍ଚ୍ଚିଲଙ୍କ ଚିତ୍ରପଟ ନିଲାମ କରାଯାଇଛି । ଚର୍ଚ୍ଚିଲ ୧୯୬୧ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ନିଜର ଏହି କଳାକୁ ବଜାୟ ରଖିଥିଲେ । ୧୯୬୧ରେ ସେ ନିଜର ଗ୍ରୀକ୍ ବନ୍ଧୁ ଆରିଷ୍ଟଟଲ ଓନାସିସ୍ଙ୍କୁ କେତେକ ଚିତ୍ରପଟ ଉପହାର ସ୍ୱରୂପ ଦେଇଥିଲେ ।
 

Related News
satta king tw