dd dd

Top Stories

Search here...

News

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଜୀଦା ଶେଖଙ୍କ ବୋଲ୍ଡ ଅବତାର; ଦେଖନ୍ତୁ ଫଟୋ

Posted On - 1 day ago

 

ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଜୀଦା ଶେଖଙ୍କ ଏହି ସବୁ ଫୋଟ ଗୁଡିକ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲାଇକ୍ ପାଇଛି।

 

BBSR Reporters 

 

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଜୀଦା ଶେଖଙ୍କୁ ଆଜିକାଲି ଇନଷ୍ଟାଗ୍ରାମରେ ଆକଉଣ୍ଟରେ ନିଜର ବୋଲ୍ଡ ଫଟୋ ସେୟାର କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଫଟୋଗୁଡିକ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟଗୁଡ଼ିକରେ ସଞ୍ଜୀଦା ଶେଖଙ୍କ ଅତି ବୋଲ୍ଡ ଷ୍ଟାଇଲ୍ ରେ ଦେଖିବାକୁ ମିଳୁଛି ।

 

 

ଏହି ଫଟୋଗୁଡ଼ିକୁ ସଞ୍ଜୀଦା ଶେଖ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଠାରେ ସେ ସମୁଦ୍ର କୂଳରେ ବସି ମଜା ନେଉଥିବାର ନଜର ଆସିଛନ୍ତି ।

 

 

ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଜୀଦା ଶେଖଙ୍କ ଏହି ସବୁ ଫୋଟ ଗୁଡିକ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲାଇକ୍ ପାଇଛି। ସଞ୍ଜୀଦା ଶେଖଙ୍କ ଏହି ବୋଲ୍ଡ ଲୁକ୍ କୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

 

 

ଇନଷ୍ଟାଗ୍ରାମରେ ୩୯ ଲକ୍ଷରୁ ଅଧିକ ଲୋକ ସଞ୍ଜୀଦା ଶେଖଙ୍କୁ ଫଲୋ କରୁଛନ୍ତି । ଏହି କାରଣରୁ, ତାଙ୍କର ଫୋଟଗୁଡିକ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଯାଏ ।

 

Edit by :ଶାନ୍ତିଲତା ମିଶ୍ର

Related News
satta king tw