Top Stories

Search here...

News

ଭୁବନେଶ୍ୱରରୁ ଜବତ ହେଲା ୭ ମଣିଷ ଖପୁରୀ; ପୋଲିସର ଛାନଭିନ୍ ଜାରୀ

Posted On - 2 days ago
Edited By Team BbsrReporters
LAST UPDATED Mar 26, 2022 04:40 AM

ତେବେ ଏତେ ସଂଖ୍ୟକ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା, ତାହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।

 

BBSR Reporters


ଭୁବନେଶ୍ୱର: ରାଜଧାନୀରେ ଚାଂଚଲ୍ୟ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଂଚଳରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗର ଏକ ପୋଲ ତଳୁ ଏହି ଖପୁରୀ ଓ କିଛି ହାଡ଼ ମିଳିଛି । ପାଖାପାଖି ୭ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖ୍ିବାକୁ ମିଳିଛି । ତେବେ ଏତେ ସଂଖ୍ୟକ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା, ତାହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ପୋଲ ତଳେ ଖପୁରୀ ଓ କଙ୍କାଳକୁ ଦେଖିବା ପାଇଁ ପୋଲ ଉପରେ ଲୋକମାନେ ଭିଡ଼ ଜମାଇଥିଲେ । ତେବେ ଏହିସବୁ ଖପୁରୀ ଓ କଂକାଳକୁ ଏଠାରେ କିଏ ଫୋପାଡ଼ିଲା, ତାହା ସ୍ପଷ୍ଟ ହୋଇନି । ତଦନ୍ତ ଆରମ୍ଭ କରିଛି ପୋଲିସ ।
 

Related News
satta king tw