Top Stories

Search here...

News

ଦ୍ୱିତୀୟ ବିବାହ କଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ; ଦେଖନ୍ତୁ ଫଟୋ

Posted On - 2 minutes ago
Edited By Team BbsrReporters
LAST UPDATED Jul 02, 2021 06:12 PM

ଭଦକ୍ର ଜିଲ୍ଲାର ରାଜନୈତିକ ସହଯୋଗୀ ଟୁଟୁ ବଳଙ୍କ ସପ୍ତମ କନ୍ୟା ସାଢସା ସାଇଦର୍ଶନୀ ବଳଙ୍କୁ ବିବାହ କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଦ୍ୱିତୀୟ ବିବାହ କରିଛନ୍ତି । ଆଜି ଚିଲିକା ରିସୋର୍ଟରେ ଉଭୟଙ୍କର ହିନ୍ଦୁ ରିତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିବା ସୂଚନା ମିଳିଛି । 

 

 

ଭଦକ୍ର ଜିଲ୍ଲାର ରାଜନୈତିକ ସହଯୋଗୀ ଟୁଟୁ ବଳଙ୍କ ସପ୍ତମ କନ୍ୟା ସାଢସା ସାଇଦର୍ଶନୀ ବଳଙ୍କୁ ବିବାହ କରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ କନ୍ୟାଦାନ କରିଥିବା ବେଳେ ବହୁ କମ ଲୋକଙ୍କୁ ନେଇ ବିବାହ ଅନୁଷ୍ଠିତ ହୋଇଯାଇଛି ।

 

 

ବିବାହ ଉସôବରେ ଉଭୟଙ୍କ ସହ ବ୍ୟୋମକେଶର ଝିଅ ମଧ୍ୟ ନଜର ଆସିଛନ୍ତିି । ବର କନ୍ୟାଙ୍କ ସହ ଝିଅ ମିଶି ଫଟୋ ଉଠାଇ ଥିବା ଦେଖିବାକୁ ମିଳିଛି । 

 

 

ସୂଚନାଯୋଗ୍ୟ, ବ୍ୟୋମକେଶ ପ୍ରେମ ବିବାହ କରିଥିବା ପ୍ରଥମ ସ୍ତ୍ରୀ ନିଳିମା ପ୍ରଧାନଙ୍କର ଗତ ବର୍ଷ ଫେବ୍ରୁ୍ରଆରୀ ୨ ତାରିଖରେ ଦେହାନ୍ତ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ଚିକିସôିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ୪ ବର୍ଷର ଏକ ଝିଅ ଅଛି । 
 

Related News
satta king tw