Top Stories

Search here...

News

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

Posted On - 8 hours ago
Edited By Team BbsrReporters
LAST UPDATED Jun 22, 2021 12:39 AM

Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ ।

 

BBSR Reporters


ଭୁବନେଶ୍ୱର:ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇ ର ବହୁ ପ୍ରତୀକ୍ଷିତ 4 ଚକିଆ ଯାନ ଆଲକାଜାର। ଯାହାର ଶୁଭ ଉନ୍ମୋଚନ ଆଜି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା କୋଭିଡ ଗାଇଡ଼ ଲାଇନ ଅନୁସାରେ  ଆଜି ଅନୁଷ୍ଠିତ ହୋଇଯାଇଛି।

 

Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ରେ ଉପଲବ୍ଧ ଯାହାକି ଉଭୟ 6 ଓ 7 ସିଟ ବିଶିଷ୍ଟ ଅଟେ। ଏହା ସହିତ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ ରେ ଭୁବନେଶ୍ୱର ର ତମାଣ୍ଡୋ,ୟୁନିଟ 4, ଲୁଇସ ରୋଡ଼ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମ ରେ ଉପଲବ୍ଧ ଅଟେ।

Related News
satta king tw