Top Stories

Search here...

News

କରୋନା ନୁହେଁ ସେ ଅବତାର ( ଭାଗ-୨)

Posted On - 53 seconds ago
Edited By Team BbsrReporters
LAST UPDATED May 16, 2021 07:19 PM

କରୋନା ନୁହେଁ ସେ ଅବତାର
ପୁଣି ଫେରିଛି ଧରି ପ୍ରତିଶୋଧ ର ତୀର।୧।
ଘାଇଲା ବାଘ ପରି ମତିଛି ସେହି
ସ୍ତ୍ରୀ ଆଗେ ସ୍ବାମୀ, ବାପ ଆଗେ ପୁଅ କୁ ଯାଉଚି ନେଇ।୨।
ଅତ୍ୟାଚାର ସୀମା ଡେଇଁଲା ପରେ
ଫେରିଲା କରୋନା ନୂଆ ରୂପରେ।୩।
ବୃକ୍ଷ ର ମହତ୍ ବୁଝିଲେ ନାହିଁ 
ପବନ ଟିକେ ପାଇଁ ଜୀବନ ଯାଉଚି ଭାଈ
ନିରୀହ ପ୍ରାଣୀ ଙ୍କୁ କରି ପରିଜନ ଠାରୁ ଦୂର 
ଘରେ ବନ୍ଦୀ ହୋଇ କଟୁଚେ ଜୀବନ
ଏହି ପରି ସବୁ ପାପ ର ହିସାବ କରି 
ସୁଧ ମୂଳ ଫେରାଉଚି ଜଣ ଜଣ କରି ।୩।
ଯୁଗ ର ସମାପ୍ତି ଏହି ତ ଅଟଇ
ନୂତନ ଯୁଗ ପାଇଁ ନିଜକୁ ସୁଧାର ଭଉଣୀ ଭାଈ।।।
       ।।।। ଜୟ ଜଗନ୍ନାଥ।।।


           ସ୍ମୃତିପ୍ରଜ୍ଞା ଜେନା, ସାଲେପୁର 

Related News
satta king tw