Top Stories

Search here...

News

ଏବେ ଘର ଘର ବୁଲି ଟୀକା ଦିଆଯିବା ପ୍ରକ୍ରିୟା ଆରମ୍ଭ

Posted On - 6 minutes ago
Edited By Team BbsrReporters
LAST UPDATED Nov 03, 2021 12:07 PM

ଘର ଘର କୁ ଯାଇ ଟୀକାକାରଣ କରିବା ପ୍ରକ୍ରିୟା କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ଦେଇଛନ୍ତି l

 

 

BBSR Reporters

 

 

ଭୁବନେଶ୍ୱର: ଟିକାକରାଣୀ ପାଇଁ ନୂଆ ସୂଚନା  l  ଯେଉଁମାନେ ଟୀକା ନେଇନାହାଁନ୍ତି ସେମାଙ୍କ ପାଇଁ ଘର ଘର ବୁଲି ଟୀକା ଟୀକାକାରଣ କରିବା ପ୍ରକ୍ରିୟା ଆରମ୍ଭ l   ଘର ଘର କୁ ଯାଇ ଟୀକାକାରଣ କରିବା ପ୍ରକ୍ରିୟା କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ଦେଇଛନ୍ତି l 

 

 

ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯେହେତୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗକୁ ଯେତିକି % ଥିଲା ଏବେ ଆଗକୁ ଯାଇଛି l ଯେଉଁମାନେ ଟୀକା ନେଇନାହାଁନ୍ତି ସେମାନେ ଟୀକା ନିଅନ୍ତୁ ଓ ନିଜକୁ ସୁରକ୍ଷା ଦିଅନ୍ତୁ l ସରକାର ଙ୍କ ଶେଷ ମୁହୂର୍ତ୍ତ ର ଏହି ସୁବିଧା କୁ ଯେଉଁ ମାନେ ଟୀକା ନେଇ ନାହାଁନ୍ତି ସେମାନେ ଉପଲବ୍ଧି କରନ୍ତୁ l 

 

 

300 ତଳକୁ ସଂକ୍ରମଣକୁ ରହିବାକୁ ନେଇ  ଆଡ଼ମିସନ କମ ଅଛି , ଆଇସିୟୁ ରେ ମଧ୍ୟ କମ ଅଛି l ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି  ତା ମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ !  ଅଲଗା ଦେଶ ରେ ସଂକ୍ରମଣ ବଢୁଛି l ହେଲେ ଆମେ ନିଜେ ସଚେତନ ରହିବା l ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ଆମେ ସୃଷ୍ଟି କରିବାନି l

 

 

ସେ  କହିଛନ୍ତି, ଦୀପାବଳି  ସତର୍କତା ସମେସ୍ତେ ଅବଲମ୍ବନ କରନ୍ତୁ l ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ l ସରକାର ଙ୍କ ନିୟମ ପାଳନ କରନ୍ତୁ l ଦୃଘଟଣା ଘଟିପାରେ ତେଣୁ ଶିଶୁ ମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର l ଆଉ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା l

Related News
satta king tw