Top Stories

Search here...

News

ସୁସ୍ଥ ହୋଇ ଓଡ଼ଶା ଫେରିଲେ ଦେବକାନ୍ତ; ଦେଢ କୋଟି ଚିକିତ୍ସା ଖର୍ଚ୍ଚ

Posted On - 3 hours ago
Edited By Team BbsrReporters
LAST UPDATED Nov 06, 2021 07:28 PM

ସାଢେ ତିନି ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ଦେବକାନ୍ତ ପ୍ରଧାନ ।

 

BBSR Reporters

 

ସାଢେ ତିନି ମାସର  ଚିକିତ୍ସା ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ଦେବକାନ୍ତ ପ୍ରଧାନ । ନେଶ୍ୱର ଢେଙ୍କାନାଳ ହିନେ୍ଦାଳର ଦେବକାନ୍ତ ପ୍ରଧାନ କରୋନାରେ ଆକ୍ରନ୍ତ ହୋଇ ଗୁରୁତର ହୋଇଥିଲେ । ପରେ ଏକମୋ  ଚିକିତ୍ସା ପାଇଁ ତାଙ୍କୁ ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଭର୍ତିି କରାଯାଇଥିଲା ।

 

 

ସୂଚନାଯୋଗ୍ୟ,  ଗତ ଜୁଲାଇ ୧୮ ତାରିଖରେ ଦେବକାନ୍ତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ଚେନ୍ନାଇ ନିଆଯାଇଥିଲା । ସେଠାରେ ୩ ରୁ ୪ ମାସ ଏକମୋ  ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେବକାନ୍ତଙ୍କ  ଚିକିତ୍ସା ପାଇଁ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । 

Related News
satta king tw