Top Stories

Search here...

News

ମାହାଙ୍ଗା ଡବଲ ମର୍ଡର ମାମଲା: ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସାଲେପୁର ଏଡିଜେ କୋର୍ଟ

Posted On - 8 minutes ago
Edited By Team BbsrReporters
LAST UPDATED Dec 08, 2021 06:01 PM

ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପୁଡେଟ୍ କେଶ ଡାଏରୀ ଓ ସିଡିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 

 

BBSR Reporters

 

 

ସାଲେପୁର:  ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସକୁ ଝଟ୍‌କା । ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସାଲେପୁର ଏଡିଜେ କୋର୍ଟ । ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପୁଡେଟ୍ କେଶ ଡାଏରୀ ଓ ସିଡିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ପୁର୍ନବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ଏଡିଜେ କୋର୍ଟ ଯାଇଥିଲେ ।

 

 

ଏଡିଜେ କୋର୍ଟ ଏହି ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବା ପାଇଁ କୁହାଯାଇଛି । ଏହା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାହା ମଧ୍ୟଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସିଡିଆର ଦାଖଲ କରିବା ପାଇଁ ଜେଏମ୍‌ଏଫ୍‌ସି କୋର୍ଟ କହିଥିଲେ ମଧ୍ୟ ମାହାଙ୍ଗା ପୋଲିସ ସମୟ ମାଗିଥିଲା ।

Related News
satta king tw