Top Stories

Search here...

News

କଙ୍ଗନା ରଣାୱତ୍ୱଙ୍କୁ ହତ୍ୟା ଧମକ 

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 10:29 AM

ଚାଷି ଆନ୍ଦୋଳନ କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଗୁଡିକୁ ଟାର୍ଗେଟ କରି ଏଭଲି ଧମକ ଆସୁଥିବା କହିଛନ୍ତି କଙ୍ଗନା ରଣାୱତ ।

 

 

BBSR Reporters

 

 

ପଞ୍ଜାବ: ବଲିଓଡ ଅଭିନେତ୍ରୀ କଙ୍ଗନା ରଣାୱତ୍ୱଙ୍କୁ ଜୀବନରୁ ମାରିଦେବା ନେଇ ଧମକ ମିଳିଛି । ପଞ୍ଜାବ ଭଟିଣ୍ଡାର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ଫୋନ କରି ଜୀବନରୁ ମାରିଦେବା ଧମକ ଦେଉଥିବା କହିଛନ୍ତି ଅଭିନେତ୍ରୀ ।  ଏନେଇ ସେ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି ।

 

 

ଚାଷି ଆନ୍ଦୋଳନ କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଗୁଡିକୁ ଟାର୍ଗେଟ କରି ଏଭଲି ଧମକ ଆସୁଥିବା କହିଛନ୍ତି କଙ୍ଗନା ରଣାୱତ । ଏନେଇ ସେ ହମାଚଲ ପ୍ରଦେଶ କୁଲୁ ପୋଲିସ ଷ୍ଟେସନରେ ଏକ ମାମାଲା ଦାୟର କରିଛନ୍ତି । ସେହପରି କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଅନୁରୋଧ କରି ପଞ୍ଜାବ ସରକାର ଠୁ ସହାୟତା ଲୋଡିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ ।

Related News
satta king tw