Top Stories

Search here...

News

ଅପକମିଙ୍ଗ ମୁଭି ୮୩  ଟ୍ରେଲର ରିଲିଜ

Posted On - 19 hours ago
Edited By Team BbsrReporters
LAST UPDATED Dec 02, 2021 07:41 AM

ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ବଲିଉଡ ର ଷ୍ଟାଇଲିସ ଷ୍ଟାର ରଣବୀର ସିଂ ଙ୍କ ସହ ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ ।

 

 

BBSR Reporters

 


ମୁମ୍ବାଇ: ରିଲିଜ ହେଲା  ଅପକମିଙ୍ଗ ମୁଭି ୮୩ ର ଟ୍ରେଲର । ଟ୍ରେଲରଟି ପୁଣି ଥରେ ତାଜା କରିଛି ୧୯୮୩ ମସିହାରେ ଭାରତର ଏøତିହାସିକ ବିଶ୍ୱକପ ବିଜୟର ସ୍ମୁତିକୁ ।

 

 

ପୁଣି ମନେ ପଡିଛି ଭାରତୀୟ ଖେଳାଳୀଙ୍କ ଚିରସ୍ମରଣୀୟ ବିଜୟ । ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ବଲିଉଡ ର ଷ୍ଟାଇଲିସ ଷ୍ଟାର ରଣବୀର ସିଂ ଙ୍କ ସହ ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ । ଫିଲ୍ମ ରିଲିଜ ପୂବରୁ ଟିଜର ଟିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।

Related News
satta king tw