Top Stories

Search here...

News

ବିବାହ ବନ୍ଧନରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା

Posted On - 7 minutes ago
Edited By Prabir Kumar
LAST UPDATED Dec 09, 2021 07:45 PM

ବିବାହ କରୁଥିବା ନେଇ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ଏବେ ଦୁହିଁଙ୍କ ବିବାହ ପରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

BBSR Reporters

 

ଜୟପୁର: ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକ୍କି-କ୍ୟାଟ୍ରିନା । ବିବାହ କରୁଥିବା ନେଇ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ଏବେ ଦୁହିଁଙ୍କ ବିବାହ ପରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୬ରେ ଦୁହିଁଙ୍କ ପରିବାର ରାଜସ୍ଥାନରେ ପହଞ୍ଚିବା ପରେ ୭ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହଲଦି, ମେହେନ୍ଦୀ ଏବଂ ସଙ୍ଗୀତ୍ ପରେ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ପୂର୍ବରୁ ଦୁହେଁ କୋର୍ଟରେ ବିବାହ କରିଥିଲେ । 

 

ଦୁହିଁଙ୍କ ଧର୍ମ ଅଲଗା ହୋଇଥିବାରୁ ସେମାନେ ଆଜି ସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ଅନୁଯାୟୀ ବିବାହ କରିଥିଲେ । ତିନିଜଣ ସାକ୍ଷୀ ମୁମ୍ବାଇରେ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିଥିଲେ  । ଆଜି ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହୋଇଛି । କ୍ୟାଟ୍ରିନାଙ୍କ ମଥାରେ ସିନ୍ଦୁର ଭରିଛନ୍ତି ଭିକ୍କି । ନିଜ ସଂପର୍କକୁ ନେଇ ସବୁବେଳେ ଚୁପ ରହୁଥିବା ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜି ବିବାହ ବନ୍ଧନରେ ବାନ୍ଧି େ
 

Related News
satta king tw