Top Stories

Search here...

News

ଆସନ୍ତାକାଲି ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନ ନିର୍ବାଚନ ହେବ

Posted On - 10 minutes ago
Edited By Team BbsrReporters
LAST UPDATED Feb 17, 2022 06:12 PM

ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ  ଭୋଟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ସରିଛି l

 

BBSR Reporters

 

ଭୁବେନଶ୍ୱର: ଆସନ୍ତାକାଲି ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନ ପାଇଁ ନିର୍ବାଚନ ହେବ । ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ  ଭୋଟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ସରିଛି । ଏହାଛଡା  ୧୫୧୪ ପଂଚାୟତରେ ଭୋଟ ହେବ । ୨୦ ହଜାର ୪୩୬ ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ  ୧୦ ହଜାରରୁ ଅଧିକ  ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

Related News
satta king tw