Top Stories

Search here...

News

କୋଟିଆ ପଂଚାୟତ ନିର୍ବାଚନ: ଆଜି କୋଟିଆ ଯାଉଛନ୍ତି ସର୍ବଦଳୀୟ ନେତା

Posted On - 9 minutes ago
Edited By Team BbsrReporters
LAST UPDATED Feb 10, 2022 01:12 PM

ପ୍ରଚାରରେ ସାମିଲ ହେଲେ ବିଜେପିର ଜୟରାମ ପାଙ୍ଗୀ, ବିଜେଡିର ଇଶ୍ୱର ପାଣିଗ୍ରାହୀ ଓ କଂଗ୍ରେସର ରାମଚନ୍ଦ୍ର କାଡମ ।

 

BBSR Reporters

 

କୋଟିଆ: ଆନ୍ଧ୍ରର ଚାଲକୁ କଡା ଜବାବ ଦେବାକୁ ଉଦମ୍ୟ । ଆଜି କୋଟିଆ ଯାଉଛନ୍ତି ସର୍ବଦଳୀୟ ନେତା । କୋଟିଆରେ ପଂଚାୟତ ନିର୍ବାଚନ ହେଉଛି । ଏଠାରେ ସର୍ବଦଳୀୟ ନେତାଙ୍କ ପାଇଁ ପ୍ରଚାରରେ ସାମିଲ ହେବ ସବୁଦଳର ନେତା । ଏହି ନେତାମାନେ ଜିଲ୍ଲାପରିଷଦ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ପାଇଁ ପ୍ରଚାର କରିବେ । ଗତମାସରେ କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ କରିବାକୁ  ନିଷ୍ପତି ହୋଇଥିଲା ।

 

କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗମେଲ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର  ଦାଖଲ କରିଥିଲେ । ଫଳରେ ନିର୍ବାଚନ ନିଶ୍ଚିତ ହୋଇପଡିଥିଲା । ଆଜିର ପ୍ରଚାରରେ ସାମିଲ ହେଲେ ବିଜେପିର ଜୟରାମ ପାଙ୍ଗୀ, ବିଜେଡିର ଇଶ୍ୱର ପାଣିଗ୍ରାହୀ ଓ କଂଗ୍ରେସର ରାମଚନ୍ଦ୍ର କାଡମ ।

Related News
satta king tw