Top Stories

Search here...

News

ପାର୍ବଣ ଆସନ୍ତା ବର୍ଷ ବି ଆସିବ ମାତ୍ର ଜୀବନ ପ୍ରଥମେ ରହୁ: ଡିଏମଇଟି ସିବିକେ ମହାନ୍ତି

Posted On - 1 week ago
Edited By Team BbsrReporters
LAST UPDATED Oct 20, 2021 05:28 PM

କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ ବୋଲି ଡିଏମଇଟି କହିଛନ୍ତି l

 

BBSR Reporters

 

 

ଭୁବନେଶ୍ବର: ପାର୍ବଣ ଆସନ୍ତା ବର୍ଷ ବି ଆସିବ ମାତ୍ର ଜୀବନ ପ୍ରଥମେ ରହୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି l  ସେ ଆହୁରି କହିଛନ୍ତି, ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା, ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ।

 

 

ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଦେଖିବା ପରେ, ଯଦି ଏମିତି ଭିଡ଼ ଲାଗି ରୁହେ, ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ଏକ ପ୍ରଶ୍ନବାଚୀ । ଏଣୁ ଆମେ ଅନୁରୋଧ କରୁଛୁ, ଲୋକମାନେ କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ବୋଲି ଡିଏମଇଟି କହିଛନ୍ତି l 

Related News
satta king tw