Top Stories

Search here...

News

ସ୍କୁଲ ଡ୍ରପଆଉଟର ତାଲିକା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

Posted On - 11 minutes ago
Edited By Team BbsrReporters
LAST UPDATED Dec 08, 2021 06:10 PM

ଅଧାରୁ ପାଠ ଛାଡୁଛନ୍ତି ପିଲା ଏନେଇ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତର ରଖି ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 

 

BBSR Reporters

 

ଭୁବନେଶ୍ୱର: ସ୍କୁଲ ଡ୍ରପଆଉଟର ତାଲିକା ଦେଲେ ସରକାର । ଅଧାରୁ ପାଠ ଛାଡୁଛନ୍ତି ପିଲା ଏନେଇ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତର ରଖି ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୨୦୧୯-୨୦ର ତଥ୍ୟ ଅନୁଯାୟୀ ରାଜ୍ୟରେ ୮ହଜାର ୧୬୮ପିଲା ଅଧାରୁ ପାଠ ଛାଡିଛନ୍ତି ।

 

 

ନୂଆପଡାରୁ ସର୍ବାଧିକ ୮୯୬, ଗଂଜାମରୁ ୫୮୩, ସୁନ୍ଦରଗଡରୁ ୫୨୬, ଖୋର୍ଦ୍ଧାରୁ  ୬୦୩, କେନ୍ଦୁଝରରୁ ୬୮୧ ଓ କଳାହାଣ୍ଡିରୁ ୫୨୮ପିଲା ଅଧାରୁ ପାଠ ପଢା ଛାଡିଛନ୍ତି । ନୂଆପଡାରୁ ସର୍ବାଧିକ ୮୯୬ଜଣ ପିଲା ପାଠପଢା ଛାଡିଥିବା ବେଳେ ବୌଦ୍ଧରୁ ସର୍ବନିମ୍ନ ୨୧ଜଣ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି ।

Related News
satta king tw