Top Stories

Search here...

News

ନୂଆ ବର୍ଷରେ ନନ୍ଦନକାନନ ବନ୍ଦ

Posted On - 6 minutes ago
Edited By Team BbsrReporters
LAST UPDATED Dec 30, 2021 02:19 PM

ଆଜିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ ।

 

BBSR Reporters

 

ଭୁବନେଶ୍ୱର: ନୂଆ ବର୍ଷରେ ନନ୍ଦନକାନନ ବନ୍ଦ । କରୋନା ସଂକ୍ରମଣ ଏଡାଇବାକୁ ପଦକ୍ଷେପ । ଆଜିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ । ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ବେଳେ ୩ ତାରିଖ ସୋମବାର ଛୁଟି ପଡ଼ୁଥିବାରୁ ସେଦିନ ମଧ୍ୟ ନନ୍ଦନକାନନ ବନ୍ଦ ରହିବ । 

 

ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ନୂଆ ବର୍ଷ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ପ୍ରାଣୀ ଉଦ୍ୟାନ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ୫ ଦିନ ପାଇଁ ବନ୍ଦ ରଖାଯାଇଛି ।

Related News
satta king tw