Top Stories

Search here...

News

ଦିଲ୍ଲୀରେ ଆୟୋଜିତ ବିଜୟ ଦିବସ ଉତ୍ସବରେ ସାମିଲ ହେଲେ ଓଡିଶାର ପୂର୍ବତନ ନୌସେନା ଅଧିକାରୀ ଆଡମିରାଲ ଏସ୍‌. ଏଚ୍ ଶର୍ମା

Posted On - 8 minutes ago
Edited By Team BbsrReporters
LAST UPDATED Dec 17, 2021 04:21 PM

ନେସନାଲ ୱାର ମେମୋରିୟାଲରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ନେଭି ଚିଫ୍ ।

 


 

BBSR Reporters

 

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ବିଜୟ ଦିବସ ଉତ୍ସବରେ ସାମିଲ ହେଲେ ଓଡିଶାର ପୂର୍ବତନ ନୌସେନା ଅଧିକାରୀ । ଜଣେ ମାତ୍ର ଶତାୟୁ ସମାରିକ ଅଧିକାରୀ ଭାବେ ସମ୍ମାନିତ ହେଲେ ଆଡମିରାଲ ଏସ୍‌. ଏଚ୍ ଶର୍ମା । ନେସନାଲ ୱାର ମେମୋରିୟାଲରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ନେଭି ଚିଫ୍ ।

 

ୱାର ମେମୋରିଆଲରେ ଥିବା ଇଲେକ୍ଟ୍ରୋନିକ୍ ଭିଜିଟର ବୁକ୍‌ରେ ସେ ଦସ୍ତଖତ କରିଥିଲେ । ବିଜୟ ଉତ୍ସବ ପାଇଁ ୱାର ମେମୋରିଆଲରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ । ଜଣେ ମାତ୍ର ଶତାୟୁ ସମାରିକ ଅଧିକାରୀ ଭାବେ ଏସ୍‌. ଏଚ୍ ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related News
satta king tw