Top Stories

Search here...

News

ଦିନିକିଆ ସିରିଜ୍ ଖେଳିବେ ନାହିଁ ବିରାଟ କୋହଲୀ

Posted On - 6 minutes ago
Edited By Team BbsrReporters
LAST UPDATED Dec 15, 2021 01:45 PM

ଝିଅର ଜନ୍ମ ଦିନ ପାଇଁ ପରିବାର ସହ ସମୟ ବିତାଇବା ପାଇଁ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୋଲି ବିସିସିଆଇକୁ ଜଣାଇଥିବା କୁହାଯାଇଥିଲା ।

 

 

BBSR Reporters

 

 

ନୂଆଦିଲ୍ଲୀ: ବିରାଟ କୋହଲୀଙ୍କ ଝିଅର ଜନ୍ମ ଦିନ ପାଇଁ ପରିବାର ସହ ସମୟ ବିତାଇବା ପାଇଁ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୋଲି ବିସିସିଆଇକୁ ଜଣାଇଥିବା କୁହାଯାଇଥିଲା । ବିରାଟ କୋହଲୀ ଖେଳିପାରନ୍ତି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ । ସେ ତାଙ୍କ ପ୍ଲାନ୍‌ରେ ପରିବର୍ତନ କରିଥିବା କୁହାଯାଉଛି ।  ଆହତ ଯୋଗୁ ରୋହିତ୍ ଶର୍ମା ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ।

 

ବିରାଟ ଦିନିକିଆ ସିରିଜ୍ ନଖେଳିବା ଖବର ଆସିବା ପରେ ଦୁଇ ଅଧିନାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଥିଲା । ଏବେ କୋହଲୀ ଦିନିକିଆ ସିରିଜ୍ ଖେଳି ଟିମ୍‌ରେ ସବୁ ଠିକ୍‌ଠାକ୍ ଚାଲିଛି ବୋଲି ମେସେଜ୍ ଦେବାକୁ ଚାହୁଁଛନ୍ତି । ଆଜି କୋହଲୀ ସାମ୍ବାଦିକ ସମ୍ମିଳନୀ କରି ଦିନିକିଆ ସିରିଜ୍ ଖେଳିବା ନେଇ କହିପାରନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି ।

Related News
satta king tw