Top Stories

Search here...

News

ବନ୍ଦ ହେଲା ଚଳିତ ବର୍ଷ ହେବାକୁ ଥିବା ଦେଶର ଜନଗଣନା

Posted On - 7 minutes ago
Edited By Team BbsrReporters
LAST UPDATED Dec 08, 2021 07:16 PM

କରୋନା କାରଣରୁ ବନ୍ଦ ହେଲା ଚଳିତ ବର୍ଷ ହେବାକୁ ଥିବା ଦେଶର ଜନଗଣନା ।

 

 

BBSR Reporters

 

ନୂଆଦିଲ୍ଲୀ: କରୋନା କାରଣରୁ ବନ୍ଦ ହେଲା ଚଳିତ ବର୍ଷ ହେବାକୁ ଥିବା ଦେଶର ଜନଗଣନା । ଏହାସହ ସମସ୍ତ ଆନୁସାଙ୍ଗିକ ଫିଲ୍ଡ କାର୍ଯ୍ୟକଳାପକୁ ମଧ୍ୟ ସ୍ଥଗିତ ରଖାଯାଇଛି । ୨୦୨୧ ମସିହାରେ ଜନଗଣନା କରିବା ନେଇ ଭାରତର ସରକାରୀ ଇସ୍ତାହାର ପତ୍ରରେ ୨ ବର୍ଷ ତଳେ ସୂଚିତ କରାଯାଇଥିଲା ।

 

 

ଏନେଇ ଗୃହ ବର୍ହିବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ  ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । କିନ୍ତୁ ପୁଣିଥରେ କରୋନାର ଓମିକ୍ରନ ଭାରିଆଂଟକୁ ଆଖି ଆଗରେ ରଖି ଜନଗଣନାକୁ ବନ୍ଦ ରଖାଯାଇଛି । ଭାରତରେ ପ୍ରତି ଦଶ ବର୍ଷରେ ଥରେ ଜନଗଣନା କରାଯାଏ । ତେବେ ଆଗକୁ କରୋନାର ପ୍ରକୋପ ବଢିବାର ଆଶଙ୍କା ଥିବାବେଳେ ଜନଗଣନା ନେଇ ଏବେ ଅନିଶ୍ଚିଚିତତା ଦେଖାଦେଇଛି ।

Related News
satta king tw