Top Stories

Search here...

News

ଲୋକସଭାରେ ପୁଣି ଉଠିଲା ଚାଷୀ ପ୍ରସଙ୍ଗ

Posted On - 3 minutes ago
Edited By Team BbsrReporters
LAST UPDATED Dec 08, 2021 06:44 PM

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୃହରେ ଚାଷୀ ଆନ୍ଦୋଳନ ସମୟରେ ଘଟିଥିବା ଚାଷୀମୃତ୍ୟୁବରଣ ପ୍ରସଙ୍ଗ ଉଠାଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

 

 

BBSR Reporters

 


ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୃହରେ ଚାଷୀ ଆନ୍ଦୋଳନ ସମୟରେ ଘଟିଥିବା ଚାଷୀମୃତ୍ୟୁବରଣ ପ୍ରସଙ୍ଗ ଉଠାଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଏହି ସମୟରେ ରାହୁଲ କହିଛନ୍ତି କି ଆନ୍ଦୋଳନ ସମୟରେ ୭ଶହ ଚାଷୀଙ୍କ ମୃତ୍ୟୁ ହୋଇଛି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଏନେଇ କ୍ଷମାପ୍ରାର୍ଥନା ମାଗିଥିଲେ । ସରକାର ସ୍ୱିକାର କରିଛନ୍ତି କି ତାଙ୍କ ଦ୍ୱାରା ଭୁଲ ହୋଇଛି ।

 

ସେପଟେ କେନ୍ଦ୍ର କୃଷିମନ୍ତ୍ରୀ ସମାନ ପ୍ରଶ୍ନର ଉତର ଦେଇ ନଭେମ୍ବର ୩୦ରେ କହିଥିଲେ କି ଚାଷୀ ମୃତ୍ୟୁର କୌଣସି ହିସାବ ସରକାରଙ୍କ ପାଖରେ ନାହିଁ । ଯଦି ସରକାରଙ୍କ ପାଖରେ ଚାଷୀମୃତ୍ୟୁର ହିସାବ ନାହିଁ ତେବେ ଆମଠୁ ତାଲିକା ନିଅନ୍ତୁ ବୋଲି ଆଜି ଗୃହରେ କହିଛନ୍ତି କଂଗ୍ରେସ ସାଂସଦ । ଏହି ସମୟରେ ମୃତ ଚାଷୀଙ୍କ ତାଲିକା ବି ଲୋକସଭାରେ ଦର୍ଶାଇଥିଲେ ରାହୁଲ ।

Related News
satta king tw