dd dd

Top Stories

Search here...

News

ପରିବାର ଓ ସାଙ୍ଗସାଥିଙ୍କ ସହିତ ଗଣତନ୍ତ୍ର ଦିବସ ପାଳନ କଲେ ଧର୍ମେନ୍ଦ୍ର ପ୍ରଧାନ; ଦେଖନ୍ତୁ ଫଟୋ

Posted On - 1 day ago

ଗଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।


BBSR Reporters


ଭୁବନେଶ୍ୱର: ପୁରା ଦେଶ ୭୨ ତମ  ଗଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛି । ନୂଆଦିଲ୍ଲୀ ସମେତ ସାରା ଦେଶରେ କଡା ସୁରକ୍ଷା ମଧ୍ୟରେ ପାଳିତ ହେଇଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପରିବାର,ସାଙ୍ଗସାଥି ଓ କର୍ମଚାରୀଙ୍କ ସହିତ ମିଶି ସାଧାରଣତନ୍ତ୍ର ଦିବସ ପାଳନକରି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।

 

 

ଓଡିଶା ଆଜି ଦେଶର ବିକାଶରେ ନିଜର ସ୍ଥିତି ମଜବୁତ କରିପାରିଛି । ଗଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି ।


Edit by:ଅର୍ଚ୍ଚନା ଆଳୁକ

Related News
satta king tw