Top Stories

Search here...

News

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କର୍ମୀଙ୍କୁ  ଗିରଫ କଲା ପୁଲିସ

Posted On - 6 minutes ago
Edited By Team BbsrReporters
LAST UPDATED Nov 10, 2021 01:24 PM

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ଅରିଲୋରେ ଓମ୍‌ଫେଡ୍‌ର ନୂଆ ଡେରୀ ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିବା ବେଳେ ତାଙ୍କର ଏହି ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିଥିଲା ପୁଲିସ ।

 

 

 BBSR Reporters

 

 

କଟକ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ l  ଶତାଧିକ କର୍ମୀ ଗିରଫ l  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ଅରିଲୋରେ ଓମ୍‌ଫେଡ୍‌ର ନୂଆ ଡେରୀ ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିବା ବେଳେ ତାଙ୍କର ଏହି ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିଥିଲା ପୁଲିସ।

 

 

ବିଜେପି କର୍ମୀମାନେ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ନରାଜ ଓ ତ୍ରିଶୁଳିଆ ଛକରେ ବିରୋଧ ପ୍ରଦର୍ଶନ କରିଥିଲେ। ଅରିଲୋ ରାସ୍ତାରେ ଶହ ଶହ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ହାତରେ କଳା ପତାକା ଧରି ନାରାବାଜି କରିଥିଲେ।

 

 

ମମିତା ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

 

Related News
satta king tw