Top Stories

Search here...

News

ପୂଜା ପାଇଁ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି 

Posted On - 2 minutes ago
Edited By Prabir Kumar
LAST UPDATED Oct 08, 2021 08:37 PM

ଅକ୍ଟୋବର ୨୧ ତାରିଖରୁ ପୁଣି ଖୋଲିବ ସ୍କୁଲ୍  ।

 

BBSR Reporters

 

ଭୁବନେଶ୍ୱର : ପୂଜା, ପର୍ବ ଆସୁଥିବାରୁ ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

 

ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ସ୍କୁଲ୍ରେ ଚାଲିଥିବା ବେଳେ ୧୦ ତାରିଖରୁ ଏହା ବନ୍ଦ ରହିବ । ଅକ୍ଟୋବର ୨୧ ତାରିଖରୁ ସ୍କୁଲ୍ ପୁନର୍ବାର ଖୋଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସଂକ୍ରମଣ ବଢୁଥିବାରୁୁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱରରେ  ନାଇଟ୍ କର୍ଫୁ୍ୟ ଲାଗୁ ହେବ । ରାତିି ୮ ଟାରୁ ସକାଳ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ ।
 

Related News
satta king tw