Top Stories

Search here...

News

ବିଦେଶ ଫେରନ୍ତା ଉପରେ 10 ଦିନ ସଙ୍ଗରୋଧ; ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର

Posted On - 19 hours ago
Edited By Team BbsrReporters
LAST UPDATED Nov 28, 2021 09:29 AM

ବିଦେଶରୁ ଯେଉଁମାନେ ଆସିବେ ବିମାନ ବନ୍ଦରରେ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ। ଯଦି ପଜେଟିଭ ଆସିଲା ତାହେଲେ ସେମାନଙ୍କ ସମ୍ପୁଲଙ୍କୁ  ଜେନଂ ସିକୁଏନ୍ସ ପାଇଁ ଆଇ ଏଲ ଏସକୁ ପଠାଯିବ। 

 

 

BBSR Reporters

 

 

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି। ବିଦେଶରୁ ଯେଉଁ ମାନେ ଆସିବେ ବିମାନ ବନ୍ଦରରେ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ। ଯଦି ପଜେଟିଭ ଆସିଲା ତାହେଲେ ସେମାନଙ୍କ ସମ୍ପୁଲଙ୍କୁ  ଜେନଂ ସିକୁଏନ୍ସ ପାଇଁ ଆଇ ଏଲ ଏସକୁ ପଠାଯିବ। 

 

 


ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର  ଆଡ଼ଭାଇଜରି ଜାରି କରିବେ ରାଜ୍ୟ ସରକାର । ସମସ୍ତ ଜିଲାପାଳ , ସିଡ଼ିଏମଓ ଓ।ମୁନିସିପାଳିଟି କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।  ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡା ନଜର ରଖିବା ପାଇଁ ନିର୍ଦେଶ । ଫୋକସରେ 3 ଟି । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ । ସ୍କୁଲ କଲେଜରେ ଏବଂ ହଷ୍ଟେଲ ରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି । ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହ ଯାଇଛି । ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବ l 

 

ସେ କହିଛନ୍ତି, ଯେଉଁଠି ଅଧିକ ସଂକ୍ରମଣ ବାହାରିବ ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ । ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡାଇ ଯାଇପାରିବା । ବିଦେଶ ଫେରନ୍ତା ଉପରେ ରହିବ ନଜର । ଯେଉଁମାନେ ବିଦେଶରୁ ଫେରିବେ 10 ଦିନ ସଙ୍ଗରୋଧରେ ରହିବେ ।

Related News
satta king tw