Top Stories

Search here...

News

କରୋନାର ନୂଆ ଭାଂରିଆଂଟକୁ ନେଇ ଚିନ୍ତା; ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ହେଲା ବଡ ନିଷ୍ପତ୍ତି

Posted On - 20 hours ago
Edited By Team BbsrReporters
LAST UPDATED Nov 28, 2021 03:57 PM

ଦେଶରେ ଟିକାକରଣର ସ୍ଥିତି କଣ ରହିଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରିର୍ପୋଟ ଦେଇଛନ୍ତି ।

 

BBSR Reporters

 


ନୂଆ ଦିଲ୍ଲୀ: କରୋନାର ନୂଆ ଭାଂରିଆଂଟ ବଢାଇଲା ଟେନସନ । ନୂଆ ଭାଂରିଆଟ୍ ଅମିକ୍ରନ ବିଶ୍ୱର ଚିନ୍ତା ବଢାଇଛି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।  କ୍ୟାବିନେଟ ସଚିବଙ୍କ ସହ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ କରୋନାର ତାଜା ସ୍ଥିତି ଓ ଟିକାକରଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ଟିକାକରଣର ସ୍ଥିତି କଣ ରହିଛି ସେ ନେଇ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିର୍ପୋଟ ଦେଇଛନ୍ତି ।

 

ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଅର୍ନ୍ତଜାତୀୟ ଆଗମନ, ଟେଷ୍ଟିଂ,ଟ୍ରେସି  ଉପରେ  ଅଧିକ ଧ୍ୟାନ ଦେବା ପାଇଁ ବୈଠକରେ କହିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ସର୍ତକ ରହିବା ପାଇଁ, ଜିଲ୍ଲା ସ୍ତରରେ ସଠିକ ସଚେତନା ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । କରୋନାର ନୂଆ ଭାଂରିଆଟ ନେଇ ବିଭିନ୍ନ ରାଜ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବୈଠକ ଏଭଳି ସମୟରେ ହୋଇଛି  ଯେତେବେଳେ ଦେଶର ବିଭିନ୍ନ ରାଜ୍ୟର ସ୍କୁଲରେ କରୋନା ସଂକ୍ରମଣ ବଢୁଛି । ଓଡିଶା ସମେତ, ତେଲେଙ୍ଗନା, କର୍ଣ୍ଣାଟକ, ରାଜସ୍ଥାନରେ ବିଭିନ୍ନ ସ୍କୁଲର ଛାତ୍ର ଓ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି ।

 

ଏପଟେ  କେରାନାର ନୂଆ ଭାରିଆଂଟ ଅମିକ୍ରନ ସାମ୍ନାକୁ ଆସିବା ପେର ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶେର ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସେିଲ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରେିପାର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନେିଦ୍ଧର୍ଶକ କହିଛନ୍ତି, ବେିଦଶ ଫେରନ୍ତାଙ୍କ ଉପେର ନଜର ରହିବ । ଯେଉଁମୋନ ବେିଦଶରୁ ଫେରେିବ ସେମାନ ୧୦ ଦିନ ସଙ୍ଗେରାଧେର ରହେିବ । ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି ଜାରି କରେିବ ସରକାର ।

 

 

ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କେଲଜ ଓ ହେଷ୍ଟଲ ଉପେର କଡା ନଜର ରଖିବାକୁ ନେିଦ୍ଧର୍ଶ ଦିଆଯାଇଛି । କୋଭିଡ ମାଗର୍ଦର୍ଶିକା ମାନି ଏଠୋର ସ୍ୱତନ୍ତ୍ର ସଂଗେରାଧ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟେମଂଟ ଓ ଟିକାକରଣ ଉପେର ଗୁରୁତ୍ୱ ଦେବାକୁ ନେିଦ୍ଧର୍ଶ ଦିଆଯାଇଛି ।

 

 

Related News
satta king tw