Top Stories

Search here...

News

ଗତ ୨୪ ଘଂଟାରେ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୫ ଶିଶୁ

Posted On - 1 day ago
Edited By Team BbsrReporters
LAST UPDATED Dec 01, 2021 03:44 PM

ଖୋର୍ଦ୍ଧାରୁ ୯୬ ଜଣ, ମୟୂରଭଂଜରୁ ୨୧ଜଣ, କଟକରୁ ୧୭ ଜଣ, ସମ୍ବଲପୁରରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

BBSR Reporters

 

 

ଭୁବନେଶ୍ୱର: ଗତ ୨୪ ଘଂଟାରେ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୫ଜଣ । ସଂଗରୋଧରୁ ୧୩୪ ଜଣ ଥିବା ବେଳେ ୯୪ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ୯୬ ଜଣ, ମୟୂରଭଂଜରୁ ୨୧ଜଣ, କଟକରୁ ୧୭ ଜଣ, ସମ୍ବଲପୁରରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୧୦୮ ଜଣ । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୮ ହଜାର ୩୦୬ ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨ ହଜାର ୩୩୮ ଜଣ । ଗୋଟିଏ ଦିନରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

Related News
satta king tw