Top Stories

Search here...

News

ଭୁବେନଶ୍ୱରରେ ନିଶାଦିଆ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଗିରଫ

Posted On - 14 minutes ago
Edited By Team BbsrReporters
LAST UPDATED Feb 17, 2022 06:21 PM

ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡ଼ିଛି ।

 

BBSR Reporters

 

ଭୁବେନଶ୍ୱର: ଭୁବେନଶ୍ୱରରେ ନିଶାଦିଆ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଗିରଫ । ସହିଦ ନଗର ଥାନା ପୋଲିସ ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡ଼ିଛି । ଏହି ଦୁଇ ଲେଟେରା ବାଣୀବିହାର ଛକରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ । ଏହା ପରେ ସେମାନଙ୍କଠାରୁ ଲୁଟ୍ କରି ରାସ୍ତାରେ ପକାଇ ଫେରାର ହୋଇଯାଇଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଗିରଫ କରିଛି ।

Related News
satta king tw