Top Stories

Search here...

News

୨୪ ଘଂଟାରେ ଦେଶରେ ୧୩ ହଜାର ୧୫୪ ପିଜିଟିଭ୍ ଚିହ୍ନଟ

Posted On - 31 minutes ago
Edited By Team BbsrReporters
LAST UPDATED Dec 30, 2021 04:11 PM

ଦେଣଶରେ ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି ୯୬୧ ଜଣ, ଦିଲ୍ଲୀରେ ସର୍ବାଧିକ ୨୬୩ ଓ ଦିଲ୍ଲୀରେ ୨୫୨ ଜଣ ସଂକ୍ରମିତ ହୋଇଛନ୍ତି ।

 

BBSR Reporters

 

ଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲଗାତର ବୃଦ୍ଧି । ୨୪ ଘଂଟାରେ ଦେଶରେ ୧୩ ହଜାର ୧୫୪ ପିଜିଟିଭ୍ ଚିହ୍ନଟ । ୪୩ ପ୍ରତିଶତ ବଢିଲା ଦୈନିକ ସଂକ୍ରମଣ । ଦୁଇ ଦିନରେ ସଂକ୍ରମଣ ଦୁଇ ଗୁଣା ବଢିଛି ସଂକ୍ରମଣ । ଗତକାଲି ୯ ହଜାର ୧୯୫ ପିଜିଟିଭ୍ ଆସିଥିବା ବେଳେ ମଙ୍ଗଳବାର ୬ ହଜାର ୩୫୮ ଜଣ କରୋନରେ ସଂକ୍ରମିତ ହୋଇଥିଲେ ।

 

ସେପଟେ ଦେଣଶରେ ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି ୯୬୧ ଜଣ, ଦିଲ୍ଲୀରେ ସର୍ବାଧିକ ୨୬୩ ଓ ଦିଲ୍ଲୀରେ ୨୫୨ ଜଣ ସଂକ୍ରମିତ ହୋଇଛନ୍ତି ।

Related News
satta king tw