Top Stories

Search here...

News

ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର

Posted On - 31 minutes ago
Edited By Team BbsrReporters
LAST UPDATED Dec 24, 2021 01:16 PM

କରୋନାର ଏହି ନୂଆ ଭ୍ୟାରିଆଂଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

 

 

BBSR Reporters

 

କାନପୁର: ଆସନ୍ତା ଫେବୃଆରୀ ୩ ତାରିଖରେ କୋଭିଡ୍ ସଂକ୍ରମଣ ସବୁଠୁ ଅଧିକ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ଗବେଷକମାନେ । କରୋନାର ଏହି ନୂଆ ଭ୍ୟାରିଆଂଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

 

 

ଆଇଆଇଟି କାନପୁରର ରିପୋର୍ଟ ମୁତାବକ, ଏବେର କୋଭିଡ୍ ଟେଣ୍ଡ ଅନୁସାରେ ଡିସେମ୍ବର ମଧ୍ୟ ଭାଗରୁ ଥାର୍ଡ ୱେଭ୍‌ର ଆରମ୍ଭ ହୋଇ ସାରିଛି । ଫେବୃଆରୀ ପ୍ରାରମ୍ଭରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ବୋଲି ରିପୋର୍ଟରେ କୁହାଯାଇଛି । ଆଇଆଇଟି କାନପୁରରର ଗବେଷକମାନେ ଗୁସିଆନ ମିକ୍‌ଚର ପରିସଂଖ୍ୟାନ ଟୁଲ ବ୍ୟବହାର କରି ତୃତୀୟ ଲହର ପୂର୍ବାନୁମାନ କରିଛନ୍ତି । ଗବେଷକମାନେ ଭାରତର ପ୍ରଥମ ଏବଂ ଦ୍ୱିତୀୟ ଲହରର ଏବଂ ନିକଟରେ ବିଭିନ୍ନ ଦେଶରେ ଓମିକ୍ରନ ସଂକ୍ରମଣର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତିି 

Related News
satta king tw