Top Stories

Search here...

News

ବଦଳିବନି ଓମିକ୍ରନ୍ ସଂକ୍ରମଣର କେରାନା ଚିକିତ୍ସା ପଦ୍ଧତି: ବିଶ୍ୱ ସ୍ୱାସ୍ଥ୍ର ସଂଗଠନ

Posted On - 21 hours ago
Edited By Team BbsrReporters
LAST UPDATED Dec 18, 2021 05:20 PM

ବିଶ୍ୱର ୯୧ଟି ଦେଶକୁ ଛୁଇଁଲାଣି ଓମିକ୍ରନ୍ । ଡେ଼ଲଟା ଭାରିଆଂଟ କମ୍ ଥିବା ଦେଶରେ ଓମିକ୍ରନ୍ ଅଧିକ ବ୍ୟାପୁଥିବା ହୁ ପକ୍ଷରୁ କୁହଯାଇଛି ।

 

BBSR Reporters

 

ନୂଆଦିଲ୍ଲୀ: ବଦଳିବନି ଓମିକ୍ରନ୍ ସଂକ୍ରମଣର କେରାନା ଚିକିତ୍ସା ପଦ୍ଧତି । କେରାନାର ଅନ୍ୟ ଭାରିଆଂଟ ଭଳି ପୂର୍ବ ଚିକିସôା ପଦ୍ଧତିରେ ଓମିକ୍ରନ ଆକ୍ରାନ୍ତଙ୍କର ଚିକିସôା ଚାଲିବ । ଜାରି ରହିଥିବା କେରାନା ଚିକିତ୍ସା ପଦ୍ଧତିି ଓମିକ୍ରନ୍ ଆକ୍ରାନ୍ତଙ୍କ ପାଇଁ ଫଳପ୍ରଦ ହେଉଥିବା ବିଶ୍ୱ ସ୍ୱାସ୍ଥ୍ର ସଂଗଠନ ପକ୍ଷରୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ।

 

ଦେଶେର ଓମିକ୍ରନ୍ ସଂକ୍ରମଣ ବଢି ଚାଲିଥିବା େବେଳ ଏହାର ଚିକିତ୍ସାକୁ ସମସ୍ତଙ୍କ ମନେର ଦ୍ୱନ୍ଦ୍ୱ ରହିଥିଲା । େତେବ ଆଜି ସୂଚନା ମିଳିବା ପେର ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି । ସେପେଟ ଦେଶେର ୧୦୧ ଛୁଇଁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ୧୧ଟି ରାଜ୍ୟକୁ ବ୍ୟାପିଛି ଓମିକ୍ରନ୍ ଭାରିଆଂଟ । େଏନଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲଭ ଅଗ୍ରୱାଲ । ସେହିପରି ବିଶ୍ୱର ୯୧ଟି ଦେଶକୁ ଛୁଇଁଲାଣି ଓମିକ୍ରନ୍ । ସେହିପରି ଡେ଼ଲଟା ଭାରିଆଂଟ କମ୍ ଥିବା ସ୍ଥାନରେ ଓମିକ୍ରନ୍ ଅଧିକ ବ୍ୟାପୁଥିବା ହୁ ପକ୍ଷରୁ କୁହଯାଇଛି ।
 

Related News
satta king tw