Top Stories

Search here...

News

କଂଗ୍ରେସର ବନ୍ଦ ଡାକରା, ବନ୍ଦ ସମ୍ପୂର୍ଣ୍ଣ ପ୍ରଭାବ ହୀନ: ବିଜେଡିର 

Posted On - 3 minutes ago
Edited By Team BbsrReporters
LAST UPDATED Nov 12, 2021 12:29 PM

ଗାଁ ଗହଳିର ଲୋକମାନେ ବିରକ୍ତ ହେଲେଣି ଏ ବନ୍ଦକୁ ନେଇ । କୌଣସି କାରଣ ନଥାଇ ଏମିତି ବନ୍ଦ କରିବା ଲୋକେ ଗ୍ରହଣ କରୁ ନାହାନ୍ତି ବୋଲି  ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି l

 

 

BBSR Reporters

 

 

ଭୁବନେଶ୍ୱର:କଂଗ୍ରେସର ବନ୍ଦ ଡାକରା ଦେଇଥିବା ବେଳେ ବିଜେଡିର ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କାହିଁ କେଉଁଠି ତ କିଛି ଜଣା ପଡୁନି ସବୁ ଠିକ ଚାଲିଛି l ଏହି ବନ୍ଦ ସମ୍ପୂର୍ଣ୍ଣ ପ୍ରଭାବ ହୀନ ।

.

ସେମାନେ ଲୋକମାନନଙ୍କୁ ପଚାରନ୍ତୁ ଲୋକମାନେ ହିଁ କହିବେ ଏହା ପ୍ରଭାବ ହୀନ । ଗାଁ ଗହଳିର ଲୋକମାନେ ବିରକ୍ତ ହେଲେଣି ଏ ବନ୍ଦକୁ ନେଇ । କୌଣସି କାରଣ ନଥାଇ ଏମିତି ବନ୍ଦ କରିବା ଲୋକେ ଗ୍ରହଣ କରୁ ନାହାନ୍ତି ।

 

 

ମମିତା ପରିବାର ନିଶ୍ଚିତ ଭାବେ ନ୍ୟାୟ ପାଇବେ । ସେମାନେ କହି ସାରିଲେଣି ଆମକୁ ଠିକ ନ୍ୟାୟ ମିଳୁଛି ଓ ମିଳିବ । ଆଉ କିଏ କଣ କହିଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ ବୋଲି  ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି l

 

 

ରାଜ୍ୟରେ ଇ-ଭେଇକିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିଲାଗି ପ୍ରୋତ୍ସାହନ ଦିଆଯିବା ପାଇଁ ଦରକାର ହେଉଥିବା ଅର୍ଥ ଖୁବଶୀଘ୍ର ଆମେ ଅତିରିକ୍ତ ବଜେଟରେ ଆଣିବୁ ।

Related News
satta king tw