Top Stories

Search here...

News

ଆଣ୍ଠେଇକି ପ୍ରତିବାଦ କଲେ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ଆଶାୟୀ

Posted On - 40 minutes ago
Edited By Team BbsrReporters
LAST UPDATED Dec 27, 2021 08:56 PM

ରାଜ୍ୟ ସରକାର ସମସ୍ୟାର ସମାଧାନ କରିବାକୁ ଯାଇ ସରକାର ହାତ ଗଣତି ପଦବି ପୂରଣ ପାଇଁ ନିଦେ୍ର୍ଧଶ ଦେଇଥିବା ଅଭିଯୋଗ ହୋଇଛି ।

 

BBSR Reporters


ଭୁୁବନେଶ୍ୱର: ଆଣ୍ଠେଇ କି ପ୍ରତିବାଦ । ଭୁବନେଶ୍ୱର ଲୋୟର ପିଏମଜିରେ ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ କଲେ ଓଏସଏସଟିଇଟି ପାସ୍ ଅଣ ନିଯୁକ୍ତି ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ଆଶାୟୀ ସଂଘ । ଓଏସଏସଟିଇଟି ପାସ୍ କରିବା ସହ ବିପିଇଡି ଓ ସିପିଇଡିରେ ଉତିର୍ଣ୍ଣ ହୋଇଥିଲେ ମଧ୍ୟ ମିଳୁନାହିଁ ଚାକିରୀ । ସାଧାରଣ ବର୍ଗରେ ସର୍ବନିମ୍ନ ୫ଶହ ପଦବୀ ସୃଷ୍ଟି କରି ପ୍ରକାଶିତ ବିଜ୍ଞପ୍ତିିରେ ପୁନଃ ସଂଶୋଧନ କରିବାକୁ ଦାବି ହୋଇଛି । ରାଜ୍ୟ ସରକାର ସମସ୍ୟାର ସମାଧାନ କରିବାକୁ ଯାଇ ସରକାର ହାତ ଗଣତି ପଦବି ପୂରଣ ପାଇଁ ନିଦେ୍ର୍ଧଶ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏହା ବିରୋଧରେ ଆନେ୍ଦାଳନ କରୁଛି ସଂଘ । ସାଧାରଣ ବର୍ଗ ପାଇଁ ରାଜ୍ୟ ସରକାର ବୈମାତୃକ ମନୋଭାବ କରୁଥିବା ଅଭିଯୋଗ ହୋଇଛି ।

Related News
satta king tw