Top Stories

Search here...

News

କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷ ଭେଟି; ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୦ ହଜାର କୋଟି ଟଙ୍କା

Posted On - 2 weeks ago
Edited By Team BbsrReporters
LAST UPDATED Jan 19, 2022 01:25 AM

ପିଏମ୍ କିଷାନ ଯୋଜନାରେ ପ୍ରତି ଚାଷୀ ପରିବାରକୁ ଦଶମ କିସ୍ତି ଆକାରରେ ୨ ହଜାର ଟଙ୍କା ପଠାଯାଇଛି । ପ୍ରାୟ ୧୦ କୋଟି ଚାଷୀ ପରିବାର ଉପକୃତ ହେବେ । 

 

BBSR Reporters

 

ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ଚାଷୀଙ୍କ ଆକାଉଂଟକୁ ଗଲା ପିଏମ୍ କିଷାନ ସହାୟତା ଟଙ୍କା । ପ୍ରତି ଚାଷୀ ପରିବାରକୁ ଦଶମ କିସ୍ତି ଆକାରରେ ୨ ହଜାର ଟଙ୍କା ପଠାଯାଇଛି । ପ୍ରାୟ ୧୦ କୋଟି ଚାଷୀ ପରିବାର ଉପକୃତ ହେବେ । ଆଉ ଏଥିପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପରିବାରକୁ ଦିଆଯାଏ । ପ୍ରତି ୪ ମାସରେ ଅର୍ଥାତ୍ ୩ଟି ସମାନ କିସ୍ତିରେ ଏହି ସହାୟତା ମିଳିଥାଏ । ପିଏମ୍ କିଷାନ ଯୋଜନାରେ ଗତ ଅଗଷ୍ଟ ମାସରେ ନବମ କିସ୍ତି ସହାୟତା ଦିଆଯାଇଥିଲା ।
 

Related News
satta king tw