Top Stories

Search here...

News

ଆଜି ବର୍ଷର ଶେଷ ଦିନ​​​​​​​ ବିଦାୟ ନେବ ବର୍ଷ ୨୦୨୧

Posted On - 10 minutes ago
Edited By Team BbsrReporters
LAST UPDATED Dec 31, 2021 02:28 PM

ପ୍ରତ୍ୟେକ ବର୍ଷ ବର୍ଷର ଶେଷ ସୂର୍ଯେ୍ୟାଦୟ ଦେଖିବା ପାଇଁ ଅର୍କକ୍ଷେତ୍ରରେ ଚନ୍ଦ୍ରଭାଗାରେ ଲୋକଙ୍କ ଗହଳି ଜମିଥାଏ ।

 

BBSR Reporters

 

ପୁରୀ: ଆଜି ବିଦାୟ ନେବ ବର୍ଷ ୨୦୨୧ । ବର୍ଷ ୨୦୨୨କୁ ସ୍ୱାଗତ କରାଯିବ । ଆଜି ବର୍ଷର ଶେଷ ଦିନ । ପ୍ରତ୍ୟେକ ବର୍ଷ ବର୍ଷର ଶେଷ ସୂର୍ଯେ୍ୟାଦୟ ଦେଖିବା ପାଇଁ ଅର୍କକ୍ଷେତ୍ରରେ ଚନ୍ଦ୍ରଭାଗାରେ ଲୋକଙ୍କ ଗହଳି ଜମିଥାଏ ।

 

ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଚନ୍ଦ୍ରଭାଗାକୁ କେହି ଯାଇନଥିଲେ । କାରଣ ଚନ୍ଦ୍ରଭାଗା ଓ ରାମଚଣ୍ଡୀରେ ଜାରି ହୋଇଛି ୧୪୪ ଧାରା । ତେଣୁ ଖାଁ ଖାଁ ଥିଲା ସମୁଦ୍ର କୂଳ ।

Related News
satta king tw