Top Stories

Search here...

News

"ଓଡ଼ିଶା ବନ୍ଦ'କୁ ସମଥର୍ନ ଦେବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲା କଂଗ୍ରେସ

Posted On - 1 minute ago
Edited By Prabir Kumar
LAST UPDATED Nov 11, 2021 07:31 PM

କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଏବଂ ସ୍ୱତପ୍ରବୃତ ଭାବେ ଜନସାଧାରଣ ବନ୍ଦ ପାଳନରେ ସାମିଲ ହେବାପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

 

BBSR Reporters

 

ଭୁବେନଶ୍ୱର: ଓଡ଼ିଶା ପ୍ରେଦଶ କେଂଗ୍ରସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରେଦଶ କେଂଗ୍ରସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟନାୟକଙ୍କ ଆହ୍ୱାନକ୍ରେମ ଆସନ୍ତା କାଲି ହେବାକୁ ଥିବା “ଓଡ଼ିଶା ବନ୍ଦ”କୁ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜେନ÷ତିକ ଦଳ ଓ ସାମାଜିକ ସଂଗଠନମୋନ ସମଥର୍ନ ଦେବାପାଇଁ ଓଡ଼ିଶା ପ୍ରେଦଶ କେଂଗ୍ରସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞୋନନ୍ଦ୍ର ନିବେଦନ କରିଛନ୍ତି । କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଏବଂ ସ୍ୱତପ୍ରବୃତ ଭାବେ ଜନସାଧାରଣ ବନ୍ଦ ପାଳନରେ ସାମିଲ ହେବାପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।


ରାଜ୍ୟରେ ମା'କୁ ସମ୍ମାନ ଦେବା ନୋଁର ସରକାରକୁ ଆସିଥିବା ବେିଜଡି ଦଳର ମନ୍ତ୍ରୀ, ନେତାମୋନ ଗତ ୨୨ ବର୍ଷ ମଧ୍ୟେର ବେବିନା, ଇତିଶ୍ରୀ, ମାଧବୀଲତା ଓ ମମିତା ଭଳି ବହୁ ଦୁଷ୍କର୍ମ ଏବଂ ହତ୍ୟୋର ଜଡ଼ିତ ଥିବୋବେଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନ୍ଧ ଧୃତରାଷ୍ଟ୍ରଙ୍କ ଭଳି ମନ୍ତ୍ରୀ, ନେତାମାନଙ୍କୁ ସମଥର୍ନ ଦେଇ ଓଡ଼ିଶାର ଅଗଣିତ ମା' ଭଉଣୀମାନଙ୍କୁ ଉପହାସ କରିଛନ୍ତି ।

 

ଗତ ମାସର ମମିତା ମେହେରଙ୍କ ଘଟଣା, ୨୨ ବଷର୍ର ସବୁ ଘଟଣାକୁ ଟପିଯାଇଛି । ମମିତାଙ୍କ ନିମର୍ମ ହତ୍ୟୋର ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କୁ ଗତ ଦୁଇଦିନ ତେଳ ମୁଖ୍ୟମନ୍ତ୍ରୀ ଯେଭଳି ସଭାମଞ୍ଚେର କେୋଳଇ ଧରି ବସେିଲ, ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

 

କଂଗ୍ରେସ ଦଳ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲା, ଏହିଭଳି ଜେଣ ହୀନ ମନ୍ତ୍ରୀଙ୍କୁ ସରକାରରୁ ବହିଷ୍କାର କରିବା ପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀ ବହିଷ୍କାର ତ ଦୂରର କଥା, ମନ୍ତ୍ରୀଙ୍କୁ ତାଳିମାରି ଉତ୍ସାହିତ କେଲ । ତା'ର ପ୍ରତିବାଦେର କେଂଗ୍ରସ ଦଳ ଆସନ୍ତା କାଲି ଅର୍ଥାତ୍ ତା ୧୨.୧୧.୨୦୨୧ରିଖ ଶୁକ୍ରବାର ସକାଳ ୬ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ “ଓଡ଼ିଶା ବନ୍ଦ” ଡାକରା ଦେଇଛି । ଏହି ଦଳକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜେନ÷ତିକ ଦଳ ଓ ସାମାଜିକ ସଂଗଠନ ସମଥର୍ନ ଦେବାପାଇଁ ପ୍ରେଦଶ କେଂଗ୍ରସ କମିଟି ସଭାପତି ଶ୍ରୀ ପ...ନାୟକ ନେିବଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ବନ୍ଦକୁ ୬ ଘଣ୍ଟୋର ସୀମିତ ରଖାଯାଇଛି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ବନ୍ଦ ସମୟେର ଜରୁରୀକାଳିନ ସେବୋର ନିଯୁକ୍ତ ବ୍ୟକ୍ତିବେିଶଷ ଓ ମୋଟରଯାନକୁ ଯିବାପାଇଁ ସେୁଯାଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମେନ୍ତ ଯିବାପାଇଁ ସେୁଯାଗ ଦିଆଯିବ ବୋଲି କେଂଗ୍ର ପକ୍ଷରୁ କୁହାଯାଇଛି ।

 

Related News
satta king tw