Top Stories

Search here...

News

ଅଷ୍ଟମ ଓ ଏକାଦଶ ସ୍କୁଲ  ଆରମ୍ଭ 

Posted On - 2 minutes ago
Edited By Team BbsrReporters
LAST UPDATED Oct 16, 2021 01:19 PM

ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି l

 

 

BBSR Reporters

 

 

ଭୁବନେଶ୍ୱର: ଅଷ୍ଟମ ଓ ଏକାଦଶ ଖୋଲିବାକୁ ଯାଉଛି | ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି | ପିଲାଙ୍କ ପଢା ପାଇଁ ଚିନ୍ତା ହେଲେ  କରୋନା ସମ୍ପୂର୍ଣ୍ଣ ଭାବେ ଯାଇନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ |

 

 

ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ  ଶିକ୍ଷକମାନଙ୍କୁ ଡବଲ ଡୋଜ ଟୀକା ନେବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ କେନ୍ଦ୍ରର ନିର୍ଦେଶ ପରେ ଶିକ୍ଷକମାନେ ଟୀକା ନେଇ ସାରିଛନ୍ତି |  ହେଲେ କରୋନା ସମ୍ପୂର୍ଣ୍ଣ ଭାବେ ଯାଇନାହିଁ | ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ | ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି | ତେଣୁ ସ୍କୁଲ ପ୍ରକ୍ରିୟା ଆରମ୍ଭ ହୋଇଛି

 

Related News
satta king tw