Top Stories

Search here...

News

ଛେଳି ଚୋରି କରି  ସିନେ୍ଧକେଲା ଥାନା ଏଏସ୍ଆଇ ନିଲମ୍ବିତ 

Posted On - 7 minutes ago
Edited By Team BbsrReporters
LAST UPDATED Jan 01, 2022 08:50 PM

ବଲାଙ୍ଗିର ସିନେ୍ଧକେଲା ପୋଲିସ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଛି ।

 

BBSR Reporters

 

ସିନେ୍ଧକେଲା: ଛେଳି ଚୋରି ଅଭିଯୋଗରେ ସିନେ୍ଧକେଲା ଥାନା ଏଏସ୍ଆଇ ସସ୍ପେଣ୍ଡ । ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍ପି । ବଲାଙ୍ଗିର ସିନେ୍ଧକେଲା ପୋଲିସ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସିନେ୍ଧକେଲା ଥାନା ଘେରାଉ କରିଥିଲେ । ଅଭିଯୋଗ ଅନୁସାରେ ଜଣେ ସଂର୍କୀତନ ଗୁରୁ ତାଙ୍କର ଛେଳି ହଜି ଯାଇଥିବା ନେଇ ଖୋଜାଖୋଜି କରିଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ଛେଳି ଦୁଇଟିକୁ ନେଇ ମାରୁଥିବା ତାଙ୍କ ଝିଅ ଦେଖିଥିଲେ । ଏନେଇ ପଚାରିବାରୁ ପୋଲିସ ସେମାନଙ୍କୁ ଥାନାରୁ ବାହାର କରିଦେବାରୁ ଉତେଜନା ପ୍ରକାଶ ପାଇଥିଲା । 
 

Related News
satta king tw