Top Stories

Search here...

News

ରାଜଧାନୀରେ ଲୁଟ୍‌

Posted On - 16 minutes ago
Edited By Team BbsrReporters
LAST UPDATED Dec 30, 2021 03:46 PM

ପ୍ରଥମେ ଦୁର୍ବୃତମାନେ ଦମ୍ପତିଙ୍କ ହାତ, ଗୋଡ ବାନ୍ଧି ଏହା ପରେ ଲୁଟେରା ଲୁଟ୍ କରିଥିଲେ l 

 

BBSR Reporters

 

ଭୁବନେଶ୍ୱର: ରାଜଧାନୀରେ ଡକାୟତି । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ମଂଚେଶ୍ୱର ଥାନା ଭୋଟପଡ଼ାରେ ଡକାୟତି ହୋଇଛି । ପ୍ରଥମେ ଦୁର୍ବୃତମାନେ ଦମ୍ପତିଙ୍କ ହାତ, ଗୋଡ ବାନ୍ଧିଥିଲେ । ଏହା ପରେ ଲୁଟ୍ କରିଥିଲେ ।

୩୦ ଲକ୍ଷର ସୁନା ଗହଣା ଓ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
 

Related News
satta king tw