Top Stories

Search here...

News

ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି

Posted On - 1 minute ago
Edited By Team BbsrReporters
LAST UPDATED Oct 22, 2021 07:03 PM

ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟକୁ ନ ପଠାଇ ପୋଲିସ ହେପାଜତରୁ ରାତି ଅଧରେ ପାଚେରୀ ଡେଇଁ ଫେରାର କରାଇବାରେ ମଧ୍ୟ ମନ୍ତ୍ରୀଙ୍କ ହାତ ରହିଛି  ବୋଲି ବିଜେପି ଅଭିଯୋଗ କରିଛି ।

 

BBSR Reporters

 

ଭୁବନେଶ୍ୱର : ବହୁଚର୍ଚ୍ଚିତ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି । ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିଲା । ରାଜ୍ୟ ମନ୍ତ୍ରୀମଣ୍ଡର ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ନେତାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ବାରମ୍ବାର ସେହି ସ୍କୁଲକୁ ଆସୁଥିଲେ । ଏପରିକି ସ୍କୁଲ ପରିସରରେ ଥିବା ବିଳାସମୟ କୋଠରୀରେ ଆସିଲେ ସେ ନିଜକୁ ଯୁବକ ବୋଲି ଅନୁଭବ କରୁଥିବାର ମନ୍ତ୍ରୀ ଶ୍ରୀ ମିଶ୍ର ବହୁ ଥର ପ୍ରକାଶ କରିଛନ୍ତି । ଅନ୍ୟ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟକୁ ନ ପଠାଇ ପୋଲିସ ହେପାଜତରୁ ରାତି ଅଧରେ ପାଚେରୀ ଡେଇଁ ଫେରାର କରାଇବାରେ ମଧ୍ୟ ମନ୍ତ୍ରୀଙ୍କ ହାତ ରହିଛି  ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଭୂବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।

ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ଅନୀତା ଶୁଭ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପ ସ୍ମୃତି ପଟ୍ଟନାୟକ, ଉପ ସଭାନେତ୍ରୀ  ନିରୋଜ ନଳିନୀ ମହାଲିକ, କସ୍ତୁରୀ ମିଶ୍ର, ରାଜ୍ୟ ସଂପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଂଟିଆ ଥିଲେ । 
 

Related News
satta king tw