Top Stories

Search here...

News

କରୋନାରୁ ସୁସ୍ଥ ହେବା ପରେ ଏପରି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

Posted On - 6 minutes ago
Edited By Prabir Kumar
LAST UPDATED Jan 09, 2022 08:17 PM

ଲକାଡାଉନ ନେଇ କେଜରିୱାଲ କହିଛନ୍ତି, ଲୋକେ ମାସ୍କ ପିନ୍ଧିଲେ ଲକାଡାଉନ ଲାଗିବ ନାହିଁ । ତେଣୁ ଯେେତେବେଳେ ବି ବାହାରକୁ ବାହାରୁଛନ୍ତି ମାସ୍କ ପିନ୍ଧି ବାହାରନ୍ତୁ ।

 

BBSR Reporters

 

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସୁସ୍ଥ ହେବା ପରେ ସେ ଆଜି ସାମ୍ବାଦିକ ସମ୍ମିଳନୀ କରି  ନିଜ କରୋନା ଅନୁଭୂତି କଥା କହିଛନ୍ତି ।  କେଜରିୱାଲ କହିଛନ୍ତି, ସେ ୭-୮ ଦିନ ଆଇସୋଲେନରେ ଥିଲେ । ତାଙ୍କୁ ଦୁଇଦିନ ଜ୍ୱର ହୋଇଥିଲା । ଏହା ପରେ ତାଙ୍କୁ ଠିକ ଲାଗିଥିଲା ।

 

ଏହାସହିତ ଦିଲ୍ଲୀ କରୋନା ସ୍ଥିତି ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସ୍ଥିତି ଗମ୍ଭୀର ଅଛି କିନ୍ତୁ ଭୟ କରିବାର ଆବଶ୍ୟକତା ନାହିଁ । ମୃତ୍ୟୁ କମ ହେଉଛି ଓ କମ ଲୋକଙ୍କୁ ଡାକ୍ତରଖାନାକୁ ଯିବାକୁ ପଡୁଛି । ଲକାଡାଉନ ନେଇ ସେ କହିଛନ୍ତି, ଲୋକେ ମାସ୍କ ପିନ୍ଧିଲେ ଲକାଡାଉନ ଲାଗିବ ନାହିଁ । ତେଣୁ ଯେେତେବେଳେ ବି ବାହାରକୁ ବାହାରୁଛନ୍ତି ମାସ୍କ ପିନ୍ଧି ବାହାରନ୍ତୁ ।


 

Related News
satta king tw