Top Stories

Search here...

News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନବ ଦାସଙ୍କୁ କରେନା

Posted On - 7 minutes ago
Edited By Team BbsrReporters
LAST UPDATED Jan 07, 2022 02:28 PM

ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ସେ ସେ ଟ୍ୱିଟ କରି ସୁଚନା ଦେଇଛନ୍ତି ।
 

 

BBSR Reporters

 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନବ ଦାସଙ୍କୁ କରେନା । ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ସେ ସେ ଟ୍ୱିଟ କରି ସୁଚନା ଦେଇଛନ୍ତି । କରେନା ଚିହ୍ନଟ ହେବା ପରେ ଘରୋଇ ସଂଗରୋଧରେ ଅଛନ୍ତି ନବ ଦାସ । ତେବେ ଗତ ୩ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Related News
satta king tw