Top Stories

Search here...

News

କରୋନା ନୁହେଁ ସେ ଅବତାର (ଭାଗ-୧)

Posted On - 4 minutes ago
Edited By Team BbsrReporters
LAST UPDATED May 15, 2021 04:12 PM

କରୋନା ନୁହେଁ ସେ ଅବତାର
କଳିଯୁଗେ ମାତିଚି ଧୋଂଶ ର ରାସ୍ତାରେ ହୋଇଣ ଅଗ୍ରସର।୧।
ଯେତିକି ନଷ୍ଟ କରିଚାଲିଛି ମାନବ ଜାତିର 
କିଛି ଉପକାର କରିସାରିଲାଣି ମଧ୍ୟ ପରିବେଶର ।୨।
ବାୟୁ ମଣ୍ଡଳ ସ୍ୱଚ୍ଛ ...........
ଏଠି ସ୍ୱଚ୍ଛ ହ୍ରଦ , ନଦିକା ମାନ 
ତା ପରେ ମାନବ ଶିଖିଲାଣି ଭୁଲିଥିବ ସଂସ୍କାର ମାନ।୩।
କରୋନା ର କାୟା ବିସ୍ତାର ଦେଖି 
ଲାଗୁଚି ଯେପରି ନୂତନ ଯୁଗ ର ଆରମ୍ଭ ଆଉ ହେଲା କି ସଖି।୪।
କାର୍ଯ୍ୟ ରତ ଏଠି ସମସ୍ତ ସେବିକା ମାନ...
ଦିନ ରାତି ଚେଷ୍ଟା ରତ ଉଦ୍ଧାର ପାଇଁ ମାନବ ଜୀବନ।୫।
ଏହି ମହା ବିପତ୍ତି ର ଅନ୍ତ୍ ତୁମକୁ ଜଣା .....
ହେ ମହାପ୍ରଭୁ...
ଉଦ୍ଧାର କର ଏ ସାରା ବିଶ୍ଵ କୁ
ହେ " ମହାବାହୁ" ।।।।

 


  ସ୍ମୃତିପ୍ରଜ୍ଞା ଜେନା, ସାଲେପୁର 

 

 

Related News
satta king tw