Top Stories

Search here...

News

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 03:34 AM

ନୂଆପଡ଼ା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ହୋଇଛି ।

 

BBSR Reporters

 

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ନୂଆପଡ଼ା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ହୋଇଛି । ଖଡିଆଳ ନିର୍ବାଚନ ମଣ୍ଡଳୀକୁ ୫ ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ । ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ ।

 

୨୦୦୦ ଓ ୨୦୦୬ ମସିହାରେ ଦୁଇ ଥର ମନ୍ତ୍ରୀ ହୋଇଥିଲେ । ୨୦୧୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ । ୨୦୧୪ରେ ବିଜେପିରୁ ଲଢି ବିଧାୟକ ହୋଇଥିଲେ । ୨୦୧୯ରେ ବିଜେପିରୁ ଟିକେଟ୍ ନମିଳିବାରୁ ଦଳରୁ ଇସ୍ତଫା ଦେଇ ବିଜେଡିକୁ ଫେରିଥିଲେ ।

Related News
satta king tw