Top Stories

Search here...

News

ବର୍ଷା ଓ ଅନୁଭବ ମାମଲା: ସଂସଦ  ସ୍ପାଉସ କାର୍ଡ ଫେରାଇ ନିଦେ୍ର୍ଧଶ ଉପରେ ସ୍ଥଗିତାଦେଶ 

Posted On - 7 minutes ago
Edited By Prabir Kumar
LAST UPDATED Feb 07, 2022 06:32 PM

ବୈବାହିକ ବିବାଦକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟା ଉପରେ ଲଗାମ ପାଇଁ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଆସନ୍ତା ମାର୍ଚ୍ଚ ୧୫ତାରିଖରେ ମାମଲାର ପରବର୍ତୀ ଶୁଣାଣୀ ହେବ ।

 

BBSR Reporters


କଟକ: ବର୍ଷା ଓ ଅନୁଭବ ପାରିବାରିବ ବିବାଦ ମାମଲା । ବର୍ଷାଙ୍କ ସଂସଦ ସ୍ପାଉସ କାର୍ଡ ଫେରାଇ ନିଦେ୍ର୍ଧଶ ଉପରେ ସ୍ଥଗିତାଦେଶ ନିଦେ୍ର୍ଧଶ ଜାରି କରିଛନ୍ତି ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି ଏହି ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ବର୍ଷାଙ୍କୁ ମିଳିଥିବା ସ୍ପାଉସ କାର୍ଡକୁ ଫେରାଇବା ପାଇଁ ପାର୍ଲାମେଂଟ ସଚିବ ନିଦେ୍ର୍ଧଶ ଦେଇଥିଲେ ।

 

ସ୍ପାଉସ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲାମେଂଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ବୈବାହିକ ବିବାଦକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟା ଉପରେ ଲଗାମ ପାଇଁ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଆସନ୍ତା ମାର୍ଚ୍ଚ ୧୫ତାରିଖରେ ମାମଲାର ପରବର୍ତୀ ଶୁଣାଣୀ ହେବ ।
 

Related News
satta king tw