Top Stories

Search here...

News

ରାଜ୍ୟରେ  ଆଉ ୪ ହଜାର ୮ ୨୯ କରୋନା ପଜିଟିଭ ଚିହ୍ନଟ

Posted On - 58 minutes ago
Edited By Team BbsrReporters
LAST UPDATED Jan 10, 2022 06:26 PM

ପ୍ରଥମରୁ ୧୮ ବର୍ଷ ମଧ୍ୟରେ  ୪୪୮ ଜଣ ଥିବାବେଳେ ସଙ୍ଗରୋଧରୁ ୨୮୨୩ ଜଣ ଚିହ୍ନଟ ହୋଇଛି ।  ବର୍ତମାନ ସୁଦ୍ଧା ଆକ୍ଟିଭ ମାମଲା ୨୦ ହଜାର ୫୬୦ ରହିଛି ।

 

BBSR Reporters

 

ଭୁବନେଶ୍ୱର:  ୨୪ ଘଂଟାରେ ଓଡିଶାର କରୋନା ରିପୋର୍ଟ । ରାଜ୍ୟରେ  ଆଉ ୪ ହଜାର ୮ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ପ୍ରଥମରୁ ୧୮ ବର୍ଷ ମଧ୍ୟରେ  ୪୪୮ ଜଣ ଥିବାବେଳେ ସଙ୍ଗରୋଧରୁ ୨୮୨୩ ଜଣ ଚିହ୍ନଟ ହୋଇଛି ।  ବର୍ତମାନ ସୁଦ୍ଧା ଆକ୍ଟିଭ ମାମଲା ୨୦ ହଜାର ୫୬୦ ରହିଛି ।  ଖୋର୍ଧାରୁ  ୯୩୩ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୮୬୯ ଜଣ ଚିହ୍ନଟ ହୋଇଛନ୍ତି ।

 

ଗତକାଲି  ତୁଳନାରେ  ୧୧୫ ମାମଲା ବୃଦ୍ଧି ଘଟିଛି ।  କେବଳ ଜାନୁଆରୀ ମାସର ୧୦ ଦିନରେ ଚିହ୍ନଟ ହୋଇଛନ୍ତି ୨୦ ହଜାର ୮୬୫ ସଂକ୍ରମିତ । ବର୍ତମାନ ସୁଦ୍ଧା ଆକ୍ଟିଭ ମାମଲା ୨୦ ହଜାରରୁ ଅଧିକ ରହିଛ ିା ଟିପିଆର ହିସାବରେ ଖୋର୍ଦ୍ଧା, ସୁନ୍ଦରଗଡ ଓ ସମ୍ବଲପୁର ରେଡ ଜୋନରେ ରହିଛନ୍ତି । ସେହିଭଳି କଟକ ଓ ଝୁରୁସୁଗୁଡା ୟେଲୋ ଜୋନରେ ରହିଛନ୍ତି ।  

Related News
satta king tw